অর্থ : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
উদাহরণ :
ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
সমার্থক : ଅମର୍ତ୍ୟ, କାଳଜୟୀ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
অন্যান্য ভাষায় অনুবাদ :
Not subject to death.
immortalঅর্থ : ଯାହା ଜର୍ଜର ବା ଜୀର୍ଣ୍ଣ ନୁହେଁ
উদাহরণ :
ଏହି ଶରୀର କେବେବି ଅକ୍ଷୟ ନୁହେଁ
অন্যান্য ভাষায় অনুবাদ :
অর্থ : ଯେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚେ
উদাহরণ :
ଚିରଞ୍ଜୀବୀ ହେବା ନିମନ୍ତେ ସାଧୁ ଆଶୀର୍ବାଦ ଦେଲେ
সমার্থক : ଆୟୁଷ୍ମାନ, ଚିରଜୀବୀ, ଚିରଞ୍ଜୀବୀ, ଚିରାୟୁ, ଦୀର୍ଘାୟୁ, ବୁଢ଼ାଟେ ହେଇଥା
অন্যান্য ভাষায় অনুবাদ :
Existing for a long time.
Hopes for a durable peace.অর্থ : ଯାହାର କେବେ ନାଶ ହୁଏନାହିଁ
উদাহরণ :
ଆତ୍ମା ଅମର
সমার্থক : ଅକ୍ଷୁଣ୍ଣ, ଅକ୍ଷୟ, ଅବିନଶ୍ୱର, ଅବିନାଶୀ, ଶାଶ୍ୱତ
অন্যান্য ভাষায় অনুবাদ :
जिसका कभी नाश न हो या सदा बना रहनेवाला।
आत्मा अमर है।Not subject to death.
immortal