অর্থ : ମନ୍ଦ ବା ଖରାପ ଭାଗ୍ୟ
উদাহরণ :
ଏହା ଆପଣଙ୍କ ଦୁର୍ଭାଗ୍ୟ ଯେ ଆପଣଙ୍କ ଗୋଟିଏ ବୋଲି ପୁଅ ମଦୁଆ ହୋଇଗଲା
সমার্থক : ଅଭାଗ୍ୟ, ଖରାପ ଭାଗ୍ୟ, ଛୋଟ ଭାଗ୍ୟ, ଦୁର୍ଭାଗ୍ୟ, ଭାଗ୍ୟହୀନତା, ମନ୍ଦଭାଗ୍ୟ
অন্যান্য ভাষায় অনুবাদ :
An unfortunate state resulting from unfavorable outcomes.
bad luck, ill luck, misfortune, tough luck