অর্থ : ଯାହା ପ୍ରଚଳିତ ନୁହେଁ
উদাহরণ :
ତୁମେ ସବୁବେଳେ ଅପ୍ରଚଳିତ ପରିଧାନ କାହିଁକି ପିନ୍ଧୁଛ
সমার্থক : ଅପ୍ରଚଳିତ, ଆଉଟ ଅଫ୍ ଡେଟ୍, ଆଉଟଡ଼େଟେଡ଼୍
অন্যান্য ভাষায় অনুবাদ :
অর্থ : ଯାହା ବ୍ୟବହାର କରାଯାଏ ନାହିଁ
উদাহরণ :
ସେ ଅବ୍ୟବହୃତ ବସ୍ତୁଗୁଡ଼ିକୁ ଗରୀବମାନଙ୍କୁ ବାଣ୍ଟିଦେଲେ
অন্যান্য ভাষায় অনুবাদ :
जो व्यवहार में न लाया गया हो।
उसने कोरी वस्तुओं को ग़रीबों में बाँट दिया।অর্থ : ଯାହାକୁ ପିନ୍ଧାଯାଇ ନ ଥାଏ(ଲୁଗା)
উদাহরণ :
ମୋ ଆଈମା ଅପିନ୍ଧା ଶାଢୀ କେବେ ବି ପିନ୍ଧୁ ନଥିଲେ
সমার্থক : ଅପିନ୍ଧା
অন্যান্য ভাষায় অনুবাদ :
অর্থ : ଯାହା ବ୍ୟବହାର ଉପଯୋଗୀ ନୁହେଁ
উদাহরণ :
ଅବ୍ୟବହୃତ ବସ୍ତୁକୁ ଫିଙ୍ଗିଦେବା ଉଚ୍ଚିତ