অর্থ : ତନ୍ଦ୍ରା ବା ଢୁଳ କାରଣରୁ ହେଉଥିବା ଆଳସ୍ୟ
উদাহরণ :
ନିଦ୍ରାବେଶଯୋଗୁଁ ସେ ଖଟ ଉପରେ ପଡ଼ି ରହିଲା
সমার্থক : ତଂଦ୍ରାଳସ୍ୟ, ତନ୍ଦ୍ରାଳସ୍ୟ, ନିଦ୍ରାବେଶ
অন্যান্য ভাষায় অনুবাদ :
অর্থ : ଉତ୍ସାହ ନ ହେବା ଅବସ୍ଥା ବା ଭାବ
উদাহরণ :
ଉତ୍ସାହହୀନତା କାରଣରୁ ମୁଁ ଏହି କାମ କରିପାରିଲି ନାହିଁ
সমার্থক : ଅବସାଦ, ଉତ୍ସାହହୀନତା, ଉଲ୍ଲାସହୀନତା
অন্যান্য ভাষায় অনুবাদ :
उत्साह न होने की अवस्था या भाव।
उत्साहहीनता के कारण मैं यह काम नहीं कर सका।