অর্থ : ଉଦାସ ବା ମ୍ଳାନ ହେବା
উদাহরণ :
ମାଆକୁ ଦେଖିବାପାଇଁ ଛୋଟ ପିଲାଟି ଛଟପଟରେ ମ୍ଳାନ ପଡ଼ିଗଲା
সমার্থক : ବିଷଣ୍ଣ ହେବା, ମଳିନ ପଡ଼ିଯିବା, ମ୍ଳାନ ପଡ଼ିଯିବା, ମ୍ଳାନ ହେବା
অন্যান্য ভাষায় অনুবাদ :
उदास या म्लान होना।
माँ से मिलने की तड़प में छोटा बच्चा उदस गया है।