অর্থ : ଖ୍ରୀଷ୍ଟପୂର୍ବ ପ୍ରାୟ ଚାରିଶହ ବର୍ଷ ପୂର୍ବେ ପ୍ରଚଳିତ ଥିବା ଏକ ପ୍ରାଚୀନ ଭାଷା
উদাহরণ :
ସଂସ୍କୃତରୁ ଅପଭ୍ରଂଶର ଭାଷା ଉତ୍ପତ୍ତି ହୋଇଥିଲା
সমার্থক : ଅପଭ୍ରଂଶ ଭାଷା
অন্যান্য ভাষায় অনুবাদ :
एक प्राचीन भाषा जो चार सौ ईसा पूर्व के लगभग अस्तित्व में थी।
अपभ्रंश की उत्पत्ति संस्कृत से हुई।অর্থ : ବିଗଡ଼ା ହୋଇଥିବା ଶବ୍ଦ
উদাহরণ :
ନାକ, ଆଖି, କାନ ଆଦି ଅପଭ୍ରଂଶ
অন্যান্য ভাষায় অনুবাদ :
অর্থ : ବିକାରଯୋଗୁଁ ଉତ୍ପନ୍ନ ହୋଇଥିବା(ଶବ୍ଦ)
উদাহরণ :
ଦିବାକର ଅପଭ୍ରଂଶ ଶବ୍ଦଗୁଡ଼ିକର ଏକ ତାଲିକା ତିଆରି କରୁଛି
সমার্থক : ଅପଭ୍ରଷ୍ଟ
অন্যান্য ভাষায় অনুবাদ :
Having an intended meaning altered or misrepresented.
Many of the facts seemed twisted out of any semblance to reality.অর্থ : ଯେଉଁଥିରେ କୌଣସି ପ୍ରକାରର ବିକାର ହୋଇଯାଇଛି
উদাহরণ :
ସେ ଖରାପ ଇଞ୍ଜିନ୍କୁ ଠିକ୍ କରୁଛି ଅପଭ୍ରଂଶ ଶୈଳୀର ପ୍ରୟୋଗ ଜୈନ ଏବଂ ହିନ୍ଦୁ ଦୁଇ ସମ୍ପ୍ରଦାୟର ଚିତ୍ରଗୁଡ଼ିକରେ ହୋଇଛି
সমার্থক : ଖରାପ, ବିକାରଗ୍ରସ୍ତ, ବିକୃତ
অন্যান্য ভাষায় অনুবাদ :
जिसमें किसी प्रकार का विकार हो गया हो।
कारीगर बिगड़ी मशीन को सुधार रहा है।Harmed or injured or spoiled.
I won't buy damaged goods.