সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଖରାପ କାମ ବା ସେଭଳି କାମ ଯାହା କରିବା ଖରାପ
উদাহরণ : ତୁମକୁ ତୁମର ଦୁଷ୍କର୍ମପାଇଁ ନିଶ୍ଚୟ ଦଣ୍ଡ ଭୋଗିବାକୁ ପଡ଼ିବ
সমার্থক : କୁକର୍ମ, ଖରାପକର୍ମ, ଦୁଷ୍କର୍ମ, ଦୁଷ୍କୃତ୍ୟ, ପାପକର୍ମ, ମନ୍ଦକର୍ମ
অন্যান্য ভাষায় অনুবাদ :हिन्दी English
बुरा कर्म या वह कर्म जिसे करना बुरा हो।
Improper or wicked or immoral behavior.
অর্থ : ନୀତି ବିରୋଧ ହେଉଥିବା କାର୍ଯ୍ୟ
উদাহরণ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
সমার্থক : ଅକର୍ମ, ଅନୈତିକ କର୍ମ, ଦୁଷ୍କର୍ମ, ପାପକର୍ମ, ମନ୍ଦକର୍ମ
ऐसा कार्य जो नीति के विरुद्ध हो।
ইনস্টল