অর্থ : ବହୁତ ଦୂର ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଚାଲିଯାଇଥିବା ପୃଥିବୀର ସେହି ଅଂଶ
উদাহরণ :
ଉତ୍ତମାଶା ଅନ୍ତରୀପ କେପ୍ଟାଉନର ପଶ୍ଚିମରେ ଅବସ୍ଥିତ
সমার্থক : ଅଂତରୀପ
অন্যান্য ভাষায় অনুবাদ :
অর্থ : ଚାରିପାଖ ଜଳଦ୍ୱାରା ଘେରାହୋଇଥିବା ସ୍ଥଳ ବା ଜମି ଯାହା ମହାଦ୍ୱୀପ ଠାରୁ ଛୋଟ
উদাহরণ :
ସମୁଦ୍ରରେ ବହୁ ଛୋଟ ବଡ଼ ଦ୍ୱୀପ ଅଛି
অন্যান্য ভাষায় অনুবাদ :
A land mass (smaller than a continent) that is surrounded by water.
island