অর্থ : ଏକରୁ ଅଧିକ ରାଷ୍ଟ୍ର ବା ଦେଶମାନଙ୍କର ସମ୍ବନ୍ଧ
উদাহরণ :
ଭାରତ ଅନ୍ତର୍ଜାତୀୟ ବ୍ୟାପାରକୁ ଉତ୍ସାହିତ କରୁଛି
সমার্থক : ଅନ୍ତର୍ଜାତୀୟ, ଅନ୍ତର୍ଦେଶୀୟ, ଆନ୍ତର୍ଜାତିକ
অর্থ : ସବୁ ବା କିଛି ରାଷ୍ଟ୍ର ସହିତ ସମ୍ବନ୍ଧ ରଖିବାବାଲା
উদাহরণ :
ମୋହନ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତର ନେତୃତ୍ୱ ନେଉଛି
সমার্থক : ବହୁଦେଶୀୟ, ବହୁରାଷ୍ଟ୍ରୀୟ
অন্যান্য ভাষায় অনুবাদ :
सब या कुछ राष्ट्रों से संबंध रखने वाला।
मोहन अंतर्राष्ट्रीय प्रतिस्पर्धा में भारत का नेतृत्व कर रहा है।Concerning or belonging to all or at least two or more nations.
International affairs.