অর্থ : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍ ବୋଲି ନିଜର ସ୍ୱୀକୃତି ଦେବା
উদাহরণ :
ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
সমার্থক : ସମର୍ଥନ
অন্যান্য ভাষায় অনুবাদ :
The act of providing approval and support.
His vigorous backing of the conservatives got him in trouble with progressives.অর্থ : କୌଣସି କଥା ବା ପରାମର୍ଶଆଦି ଉପରେ ଆନନ୍ଦ ପ୍ରକାଶ କରିବା କ୍ରିୟା ବା ଭାବ
উদাহরণ :
ମୋର ବକ୍ତବ୍ୟ ଉପରେ ତାଙ୍କର ଅନୁମୋଦନ ଉପରଠାଉରିଆ
অন্যান্য ভাষায় অনুবাদ :
Enthusiastic approval.
The book met with modest acclaim.অর্থ : ପ୍ରତିନିଧିମାନଙ୍କଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରି ତାହା ଚୂଡ଼ାନ୍ତ କରିବା କ୍ରିୟା
উদাহরণ :
ତାକୁ ଏବେ ମନ୍ତ୍ରୀଙ୍କଦ୍ୱାରା ଅନୁମୋଦନ କରାଇବାକୁ ହେବ
সমার্থক : ଅଭିପୋଷଣ
অন্যান্য ভাষায় অনুবাদ :
प्रतिनिधियों के किए हुए कार्य की स्वीकृति प्रदान करके उसे पक्का करने की क्रिया।
अभी इसका मंत्रीजी से अभिपोषण कराना होगा।Making something valid by formally ratifying or confirming it.
The ratification of the treaty.