অর্থ : ଯାହକୁ ଅନୁମତି ଦିଆଯାଇଛି
উদাহরণ :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
সমার্থক : ଅନୁଜ୍ଞାତ, ଅନୁମୋଦିତ, ସ୍ୱୀକୃତ
অন্যান্য ভাষায় অনুবাদ :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।অর্থ : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
উদাহরণ :
ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
সমার্থক : ଅନୁଜ୍ଞାପିତ, ସ୍ୱୀକୃତ