অর্থ : କାହାର ଅଧୀନ ହେବାର ଅବସ୍ଥା ବା ଭାବ
উদাহরণ :
ସେ ଏତେ କ୍ରୋଧୀ ଯେ ତାହା ଅଧୀନରେ କାମ କରିବା ମୁସ୍କିଲ
অন্যান্য ভাষায় অনুবাদ :
The state of being subordinate to something.
subordinationঅর্থ : ନିୟମିତ ରୂପେ କୌଣସି କଥାର ଅନୁସରଣ
উদাহরণ :
ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
সমার্থক : ଆୟତ୍ତ
অন্যান্য ভাষায় অনুবাদ :
অর্থ : ଯେ ଅଧୀନରେ ରହେ
উদাহরণ :
ସେହି ବ୍ୟକ୍ତି ସୁଖୀ ଯାହାର ମନ ନିଜର ବଶ୍ୟ
অন্যান্য ভাষায় অনুবাদ :
Restrained or managed or kept within certain bounds.
Controlled emotions.অর্থ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
উদাহরণ :
ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
অন্যান্য ভাষায় অনুবাদ :
অর্থ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
উদাহরণ :
ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
সমার্থক : ଅନୁଗତ, ଆୟତ୍ତ, ଶାସନାନ୍ତର୍ଗତ
অন্যান্য ভাষায় অনুবাদ :
অর্থ : ଯେ କାହାରି ବଶରେ ଅଛି
উদাহরণ :
ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
অন্যান্য ভাষায় অনুবাদ :