অর্থ : କୌଣସି ସ୍ଥାନରେ ରହୁଥିବା ବା ବସବାସ କରୁଥିବା ଜୀବ
উদাহরণ :
ଜଙ୍ଗଲ କାଟିବାରୁ ଜଙ୍ଗଲର ଅଧିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି
অন্যান্য ভাষায় অনুবাদ :
A plant or animal naturalized in a region.
Denizens of field and forest.অর্থ : କୌଣସି ଅନ୍ୟ ଦେଶରେ ଯାଇ ବାସ କରିବା ବ୍ୟକ୍ତି
উদাহরণ :
ଆରମ୍ଭରେ ଅଧିବାସୀମାନଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼େ
অন্যান্য ভাষায় অনুবাদ :
किसी अन्य देश में जा कर बसने वाला व्यक्ति।
प्रारंभ में अधिवासियों को अधिक संघर्ष करना पड़ता है।