অর্থ : ଦର୍ଶନର ଅଭାବ
উদাহরণ :
ସେ ନିଜର ଅଦୃଶ୍ୟତାକୁ ବଜାୟ ରଖିବାପାଇଁ ଘରୁ ଆଦୌ ବାହାରକୁ ବାହାରିଲେ ନାହିଁ
সমার্থক : ଅଦର୍ଶନ
অন্যান্য ভাষায় অনুবাদ :
অর্থ : ଅଦୃଶ୍ୟ ବା ଲୁପ୍ତ ହେବାର ଅବସ୍ଥା ବା ଭାବ
উদাহরণ :
ସ୍ୱାମୀଜୀଙ୍କ ଅଦୃଶ୍ୟତା ଆଜି ପର୍ଯ୍ୟନ୍ତ ଜଟିଳପ୍ରଶ୍ନ ହୋଇ ରହିଛି
সমার্থক : ବିଲୁପ୍ତତା
অন্যান্য ভাষায় অনুবাদ :