অর্থ : ଯେଉଁ ସ୍ଥାନ କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଆରକ୍ଷିତ ଥାଏ
উদাহরণ :
ସୈନିକମାନଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ଆମେ ପ୍ରବେଶ କରିପାରିବା ନାହିଁ
সমার্থক : କ୍ଷେତ୍ର
অন্যান্য ভাষায় অনুবাদ :
A part of a structure having some specific characteristic or function.
The spacious cooking area provided plenty of room for servants.অর্থ : ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ
উদাহরণ :
ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି
অন্যান্য ভাষায় অনুবাদ :
অর্থ : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି
উদাহরণ :
ଭାରତ ମୋ ଦେଶ
সমার্থক : ଦେଶ, ପ୍ରଦେଶ, ମୁଲକ, ରାଜ୍ୟ, ରାଷ୍ଟ୍ର
অন্যান্য ভাষায় অনুবাদ :
The country or state or city where you live.
Canadian tariffs enabled United States lumber companies to raise prices at home.অর্থ : ସହରର ସେହି ଅଞ୍ଚଳ ଯେଉଁଥିରେ ବହୁତ କୋଠା ରହିଛି
উদাহরণ :
ତାର ଘର ଏହି ମହଲାରେ ଅଛି
অন্যান্য ভাষায় অনুবাদ :
A district into which a city or town is divided for the purpose of administration and elections.
ward