অর্থ : ମୂର୍ଖ ହେବାର ଅବସ୍ଥା ବା ଭାବ
উদাহরণ :
କାହାରି ମୂର୍ଖତା ଉପରେ ହସ ନାହିଁତୁମର ମୂର୍ଖତା କାରଣରୁ ହେବାକୁ ଯାଉଥିବା କାମ ବିଗିଡ଼ି ଗଲା
সমার্থক : ଅଜ୍ଞତା, ମୂର୍ଖତା, ମୂର୍ଖାମୀ, ମୂଢ଼ତା
অন্যান্য ভাষায় অনুবাদ :
मूर्ख होने की अवस्था या भाव।
किसी की मूर्खता पर मत हँसो।অর্থ : ବିଦ୍ୟାର ଅଭାବ
উদাহরণ :
ଆପଣ ବିଦ୍ୟା ହାସଲ କରି ନିଜର ଅବିଦ୍ୟାକୁ ଦୂର କରିପାରିବେ
সমার্থক : ଅଜ୍ଞାତା, ଅବିଦ୍ୟା, ଜ୍ଞାନହୀନତା
অন্যান্য ভাষায় অনুবাদ :
The lack of knowledge or education.
ignoranceঅর্থ : ଜ୍ଞାନ ନହେବାର ଅବସ୍ଥା ବା ଭାବ
উদাহরণ :
ପ୍ରକୃତ ଗୁରୁ ହିଁ ଅଜ୍ଞାନତାକୁ ଦୂରକରି ବ୍ୟକ୍ତି ଜୀବନରେ ଜ୍ଞାନରୂପୀ ଆଲୋକ ଭରିଦିଏ
সমার্থক : ଜ୍ଞାନହୀନତା
অন্যান্য ভাষায় অনুবাদ :
The lack of knowledge or education.
ignorance