অর্থ : କାହା ସହିତ ଜଣାଶୁଣା ନହେବା ଅବସ୍ଥା
উদাহরণ :
ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
অন্যান্য ভাষায় অনুবাদ :
অর্থ : ଯିଏ ପରିଚିତ ନୁହେଁ
উদাহরণ :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
অন্যান্য ভাষায় অনুবাদ :
Unaware because of a lack of relevant information or knowledge.
He was completely ignorant of the circumstances.