অর্থ : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
উদাহরণ :
ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
সমার্থক : ଅବୋଧ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସରଳ, ସିଧା ସାଧା
অন্যান্য ভাষায় অনুবাদ :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।