অর্থ : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ
উদাহরণ :
ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି
সমার্থক : ଦୁର୍ଭିକ୍ଷ
অন্যান্য ভাষায় অনুবাদ :
অর্থ : ଯେ ନିର୍ଦ୍ଧାରିତ ସମୟର ପୂର୍ବରୁ ବା ପରେ ହୁଏ
উদাহরণ :
ରାମର ଅସମୟ ମୃତ୍ୟୁରେ ସାରା ପରିବାର ଶୋକଗ୍ରସ୍ତ ହୋଇପଡ଼ିଲେ
সমার্থক : ଅକାଳିକ, ଅସମୟଅସାମୟିକ, ଅସମୟୋଚିତ
অন্যান্য ভাষায় অনুবাদ :