ଅର୍ଥ : କୌଣସି ବସ୍ତୁର ଗୁଣ, ତତ୍ତ୍ୱଆଦିରେ କମ୍ ହେବା
ଉଦାହରଣ :
ଏହି ସେୟାରର ଦାମ ଅବିଛିନ୍ନ ଭାବେ କମି ଯାଉଛି ଅବିଛିନ୍ନ ଭାବେ ଚାଲୁଥିବା କାରଣରୁ ପ୍ରାକୃତିକ ଶକ୍ତି ହ୍ରାସ ହୋଇଚାଲିଛି
ସମକକ୍ଷ : କମି ଯିବା, କମ୍ ହେବା, କ୍ଷୀଣ ହେବା
ଅନ୍ୟ ଭାଷାରେ ଅନୁବାଦ :
किसी वस्तु के गुणों, तत्वों आदि में कमी होना।
इन शेयरों के दाम लगातार कम हो रहे हैं।