ଅର୍ଥ : ମୁଣ୍ଡକୁ ଆଘାତରୁ ରକ୍ଷା କରିବା ପାଇଁ ପିନ୍ଧା ଯାଉଥିବା ଧାତୁ ତିଆରି ଏକ ମଝବୁତ ଟୋପି
ଉଦାହରଣ :
ମୋଟର ସାଇକେଲ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି
ସମକକ୍ଷ : ଶିରସ୍ତ୍ରାଣ
ଅନ୍ୟ ଭାଷାରେ ଅନୁବାଦ :
सिर को चोट लगने से बचाने के लिए पहना जाने वाला एक धातु का बना मज़बूत टोप।
मोटर-सायकल चलाने वालों के लिए हेलमेट पहनना अनिवार्य कर दिया गया है।Armor plate that protects the head.
helmet