ଅର୍ଥ : ଯେଉଁଖାତାରେ ଲୋକମାନଙ୍କ ସଉଦାର ଅଲଗା ଅଲଗା ହିସାବ ରହେ
ଉଦାହରଣ :
ଦୋକାନୀ ମୋ ହିସାବ କରିବାପାଇଁ ହିସାବଖାତା ବାହାରକଲା
ସମକକ୍ଷ : ଖାତା
ଅନ୍ୟ ଭାଷାରେ ଅନୁବାଦ :
A record in which commercial accounts are recorded.
They got a subpoena to examine our books.ଅର୍ଥ : ଯେଉଁ ଖାତାରେ ମାସିକ ଆୟବ୍ୟୟ ଲେଖାଯାଏ
ଉଦାହରଣ :
ମୋ ହିସାବଖାତା କୁଆଡ଼େ ଗଲା?
ଅନ୍ୟ ଭାଷାରେ ଅନୁବାଦ :
A record in which commercial accounts are recorded.
They got a subpoena to examine our books.ଅର୍ଥ : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
ଉଦାହରଣ :
ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
ସମକକ୍ଷ : ବହି, ବହିଖାତା, ଲେଖାବହି, ହିସାବ ବହି
ଅନ୍ୟ ଭାଷାରେ ଅନୁବାଦ :
A record in which commercial accounts are recorded.
They got a subpoena to examine our books.