ଅର୍ଥ : ଆଖପାଖର ସମତଳ ଅଞ୍ଚଳ ବା ଘାଟି ଠାରୁ ଉଚ୍ଚରେ ବା ପାହାଡ ଉପରେ ବସା ଯାଇଥିବା ସହର ବା ଛୋଟ ସହର
ଉଦାହରଣ :
ଖରାଦିନେ ହିଲ୍ ଷ୍ଟେସନରେ ଅଧିକ ଭିଡ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
आस-पास के मैदान या घाटी से ऊँचाई पर या पहाड़ी पर बसा शहर या कस्बा।
हिल स्टेशनों पर गर्मियों में अधिक भीड़ होती है।