ଅର୍ଥ : ଏସିଆର ଯେଉଁ ଦେଶ ହିମାଳୟଠାରୁ କନ୍ୟାକୁମାରୀ ଓ ସିନ୍ଧୁନଦୀଠାରୁ ବ୍ରହ୍ମପୁତ୍ର ପର୍ଯ୍ୟନ୍ତ ବିସ୍ତୃତ
ଉଦାହରଣ :
ଭାରତ ଆମର ମାତୃଭୂମି
ଅନ୍ୟ ଭାଷାରେ ଅନୁବାଦ :
वह एशियाई देश जो हिमालय से कन्या कुमारी तक और सिंधु नद से ब्रह्मपुत्र तक फैला हुआ है।
भारत हमारी मातृभूमि है।