ଅର୍ଥ : ଦାୟିତ୍ୱ ନ ତୁଲାଇବାର ପ୍ରକ୍ରିୟା
ଉଦାହରଣ :
ବୃଦ୍ଧ ପିତା ପ୍ରତି ପୁଅର ଅବହେଳା ଦେଖିଲେ ବଡ଼ ଦୁଃଖ ଲାଗେ
ସମକକ୍ଷ :
ଅଣହେଳା, ଅନାଦର, ଅବଜ୍ଞା, ଅବହେଳା
ଅନ୍ୟ ଭାଷାରେ ଅନୁବାଦ :
उत्तरदायित्व न निभाने की क्रिया।
पुत्र का वृद्ध पिता के प्रति अपसर्जन देख बड़ा दुख होता है।
अपसर्जन