ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ଉଦାହରଣ : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା
ସମକକ୍ଷ : ଅବରୋଧ, ଗେରଦ, ଘେର, ଘେରଉ, ଘେରା, ପାଚେରୀ, ବାଡ଼
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी चीज़ को चारों ओर से घेरने वाली कोई चीज़।
A barrier that serves to enclose an area.
ଅର୍ଥ : କାନ୍ଥଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ
ଉଦାହରଣ : ପିଲାମାନେ ହତାରେ ଖେଳୁଛନ୍ତି
ସମକକ୍ଷ : ଘେର, ଘେରଦ
दीवार आदि से घिरा हुआ स्थान।
An enclosure of residences and other building (especially in the Orient).
ଅର୍ଥ : ତାସଖେଳରେ ଏକାଥରକେ ପଡ଼ୁଥିବା ଯେଉଁ ତାସ ପତା ତାପରେ ଖେଳରୁ ବାହାର ହୋଇଯାଏ
ଉଦାହରଣ : ମୋର ସାତଥର ହାତ ହୋଇସାରିଲାଣି
ସମକକ୍ଷ : ହାତ
ଅନ୍ୟ ଭାଷାରେ ଅନୁବାଦ :हिन्दी
ताश के खेल में एक दौर में गिरने वाले पत्ते जो उसके बाद खेल से बाहर हो जाएँ।
ଅର୍ଥ : ଚାରି ପଟୁ ଘେରା ହୋଇଥିବା ବଡ଼ ପଡ଼ିଆ
ଉଦାହରଣ : ଗାଈ ଗେରଦରେ ଚରୁଛି
ସମକକ୍ଷ : ଆଖନ୍ଦ, ଗେରଦ, ଘେରା
चारों ओर से घिरा हुआ बड़ा मैदान।
ସଂସ୍ଥାପନ କରନ୍ତୁ