ଅର୍ଥ : କୌଣସି ଉଚ୍ଚସ୍ଥାନରୁ ହଠାତ ଖସିବାର କ୍ରିୟା
ଉଦାହରଣ :
ଅଚାନକ ପାହାଡ଼ ଉପରୁ ଖସିବାକାରଣରୁ ତାକୁ ଅତ୍ୟଧିକ ଆଘାତ ଲାଗିଛି
ସମକକ୍ଷ : ଅଚାନକ ଖସିବା
ଅନ୍ୟ ଭାଷାରେ ଅନୁବାଦ :
* किसी ऊँची जगह से अचानक गिरने की क्रिया।
पहाड़ी पर से अचानक गिराव के कारण उसे अत्यधिक चोटें आईं।