ଅର୍ଥ : ସ୍ୱାର୍ଥହୀନ ହେବାର ଭାବ
ଉଦାହରଣ :
ସ୍ୱାର୍ଥହୀନତା ମଣିଷର ବହୁତ ବଡ଼ ଗୁଣସ୍ୱାର୍ଥହୀନତାରେ କରାଯାଇଥିବା କାମହିଁ ସମାଜର ବିକାଶରେ ସହାୟକ ହୋଇଥାଏ
ସମକକ୍ଷ : ନିସ୍ୱାର୍ଥତା, ନିସ୍ୱାର୍ଥପରତା
ଅନ୍ୟ ଭାଷାରେ ଅନୁବାଦ :
स्वार्थहीन होने का भाव।
स्वार्थहीनता मनुष्य का बहुत बड़ा गुण है।