ଅର୍ଥ : ପତଳା ବା ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
ଉଦାହରଣ :
କନାର ସୂକ୍ଷ୍ମତା ଯେ କୌଣସି ଲୋକ ପରଖି ପାରେନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ ବିଷୟରେ ଛୋଟଛୋଟ କଥା
ଉଦାହରଣ :
ମୋତେ ଏହି ଯନ୍ତ୍ରର ସୂକ୍ଷ୍ମତା ବିଷୟରେ ବୁଝାନ୍ତୁ
ସମକକ୍ଷ : ସୂକ୍ଷ୍ମତ୍ୱ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସୂକ୍ଷ୍ମତା କାରଣରୁ ବହୁତ ଜୀବ ଆଖିକୁ ଦେଖାଯାନ୍ତି ନାହିଁ
ଅନ୍ୟ ଭାଷାରେ ଅନୁବାଦ :
The property of being very small in size.
Hence the minuteness of detail in the painting.ଅର୍ଥ : ପତଳା ହେବା ଅବସ୍ଥା ବା ଭାବ
ଉଦାହରଣ :
ସିଫନ୍ କନାର ସୂକ୍ଷ୍ମତା ଥାଏ
ଅନ୍ୟ ଭାଷାରେ ଅନୁବାଦ :
Relatively small dimension through an object as opposed to its length or width.
The tenuity of a hair.