ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଳରଖିବାପାଇଁ ମାଟି, ଧାତୁଆଦିର ଏକ ପାତ୍ର ଯାହାର ବେକ ଲମ୍ବା ଏବଂ ପତଳା
ଉଦାହରଣ : ଗରମରେ ବି ସୁରେଇର ପାଣି ଥଣ୍ଡା ରହିଥାଏ
ସମକକ୍ଷ : ସୁରାଇ
ଅନ୍ୟ ଭାଷାରେ ଅନୁବାଦ :हिन्दी
जल रखने का मिट्टी, धातु आदि का एक पात्र जिसकी गर्दन बड़ी और पतली होती है।
ଅର୍ଥ : ମାଟିରେ ତିଆରି ଘଡ଼ି
ଉଦାହରଣ : ଏହି ମାଠିଆରେ ପିଇବା ନିମନ୍ତେ ସ୍ୱଚ୍ଛ ଜଳ ରଖାଯାଇଛି
ସମକକ୍ଷ : ମାଠିଆ
मिट्टी का घड़ा।
ଅର୍ଥ : ମାଟିରେ ତିଆରି ଏକ ପ୍ରକାର ମାଠିଆ
ଉଦାହରଣ : କୁମ୍ଭାର ଚକ ଉପରେ ସୁରେଇ ତିଆରି କରୁଛି
मिट्टी का बना एक प्रकार का घड़ा।
ଅର୍ଥ : ପାଣି ରଖିବା ନିମନ୍ତେ ଏକ ପ୍ରକାର ମାଟି ପାତ୍ର
ଉଦାହରଣ : ଗରମ ଦିନରେ ବି ସୁରେଇର ପାଣି ଥଣ୍ଡା ରହେ
पानी रखने का एक प्रकार का मिट्टी का बरतन।
ଅର୍ଥ : ପାଣି ରଖିବା ନିମନ୍ତେ ମାଟିରେ ପ୍ରସ୍ତୁତ ଏକ ଛୋଟ ପାତ୍ର
ଉଦାହରଣ : ଯାତ୍ରୀ ଜଣକ ସୁରେଇରୁ ପାଣି ବାହାରକରି ସହଯାତ୍ରୀଙ୍କୁ ଦେଲେ
पानी रखने का मिट्टी का एक छोटा बरतन।
ସଂସ୍ଥାପନ କରନ୍ତୁ