ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଆରାମ ଦେଇଥାଏ
ଉଦାହରଣ : ଆମଯାତ୍ରା ଭାରି ସୁଖପ୍ରଦ ଓ ଆରାମଦାୟକ ଥିଲା
ସମକକ୍ଷ : ଆରାମଦାୟକ, ଆରାମପ୍ରଦ, ସୁଖପ୍ରଦ
ଅନ୍ୟ ଭାଷାରେ ଅନୁବାଦ :हिन्दी English
आराम देने वाला।
Enjoying or affording comforting warmth and shelter especially in a small space.
ଅର୍ଥ : ସୁଖ ସମ୍ବନ୍ଧୀୟ ବା ସୁଖକର
ଉଦାହରଣ : ସଂସାରରେ ସମସ୍ତେ ସୁଖକର ଦ୍ରବ୍ୟ ଉପାର୍ଜନରେ ଲାଗିପଡ଼ିଛନ୍ତି
ସମକକ୍ଷ : ତୃପ୍ତିକାରକ, ତୋଷଣୀୟ, ତୋଷ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
तोष संबंधी या तोष का।
ସଂସ୍ଥାପନ କରନ୍ତୁ