ଅର୍ଥ : ଜଣେ ଅପ୍ସରା
ଉଦାହରଣ :
ପୁରାଣରେ ସୁକେଶୀଙ୍କ ବର୍ଣ୍ଣନା ମିଳେ
ଅନ୍ୟ ଭାଷାରେ ଅନୁବାଦ :
(classical mythology) a minor nature goddess usually depicted as a beautiful maiden.
The ancient Greeks believed that nymphs inhabited forests and bodies of water.ଅର୍ଥ : ସୁନ୍ଦର, କଳା, ଘନ, ଲମ୍ବା କେଶଯୁକ୍ତ ନାରୀ
ଉଦାହରଣ :
ଜଣେ ସୁକେଶୀ ବାରଂବାର ନିଜର ଅଙ୍ଗୁଳିରେ ନିଜର ଅସଜଡା କେଶକୁ ସଜାଡୁଛି