ଅର୍ଥ : ମୁଣ୍ଡର କେଶକୁ ପାନିଆରେ ଅଲଗା କଲେ ମଝିରେ ପଡ଼ୁଥିବା ରେଖା
ଉଦାହରଣ :
ସଧବା ନାରୀ ନିଜର ସୀମନ୍ତରେ ସିନ୍ଦୁର ଲଗାନ୍ତି
ସମକକ୍ଷ :
ସୁନ୍ଥା, ସୁନ୍ଥାଣି
ଅନ୍ୟ ଭାଷାରେ ଅନୁବାଦ :
सिर पर के बालों को कंघी आदि से विभक्त करने पर उनके बीच में बनी हुई रेखा।
सुहागन औरतें अपनी माँग में सिंदूर भरती हैं।
माँग,
मांग,
सीमन्त
A line of scalp that can be seen when sections of hair are combed in opposite directions.
His part was right in the middle.
part,
parting