ଅର୍ଥ : ଖରାରେ ପକାଇ ଖଟା କରାଯାଉଥିବା କୌଣସି ଫଳର ରସ
ଉଦାହରଣ :
ସିର୍କା ପକାଇ ଆଚାର ତିଆରି କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
धूप में पकाकर खट्टा किया हुआ किसी फल का रस।
सिरका डाल कर अचार बनाया जाता है।
सिरका
Sour-tasting liquid produced usually by oxidation of the alcohol in wine or cider and used as a condiment or food preservative.
acetum,
vinegar