ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଧାରଣ ନିର୍ବାଚନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ସଂସଦୀୟ ରାଜନୈତିକ ବ୍ୟବସ୍ଥାର ବିଧି ଅନୁସାରେ କୌଣସି ଦେଶ ବା ରାଜ୍ୟର ନିର୍ବାଚନ ଯେଉଁଥିରେ ସମସ୍ତ ନିର୍ବାଚନକ୍ଷେତ୍ରରୁ ପ୍ରତ୍ୟାଶୀ ମନୋନୀତ ହୁଅନ୍ତି

ଉଦାହରଣ : ଆମର ଦେଶରେ ପ୍ରତେୟକ୍ ପାଞ୍ଚବର୍ଷରେ ସାଧାରଣ ନିର୍ବାଚନ ହୋଇଥାଏ