ଅର୍ଥ : ଯେଉଁ ଆରବ ଦେଶରେ ଦକ୍ଷିଣ-ପଶ୍ଚିମ ଆରବ ଉପଦ୍ୱୀପର ଅଧିକାଂଶ ଭାଗ ରହିଛି
ଉଦାହରଣ :
ପ୍ରତିବର୍ଷ ସାଉଦୀ ଆରବକୁ ଅନେକ ଭାରତୀୟ ଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
एक देश जिसमें दक्षिण-पश्चिमी अरब प्रायद्वीप का अधिकतर भाग है।
प्रतिवर्ष सउदी अरब में बहुत से भारतीय जाते हैं।An absolute monarchy occupying most of the Arabian Peninsula in southwest Asia. Vast oil reserves dominate the economy.
kingdom of saudi arabia, saudi arabia