ଅର୍ଥ : ବାଦଶାହ ବା ସୁଲତାନଙ୍କର ଅଧିକାର ବା ଅଧିକାର କ୍ଷେତ୍ର
ଉଦାହରଣ :
ପିତାଙ୍କ ମୃତ୍ୟୁ ପରେ ବାଦଶାହୀ ପୁତ୍ର ହାତକୁ ଆସିଲା
ସମକକ୍ଷ :
ବାଦଶାହୀ, ସୁଲତାନୀ
ଅନ୍ୟ ଭାଷାରେ ଅନୁବାଦ :
किसी सुल्तान द्वारा शासित देश या क्षेत्र।
सुल्तानों ने अपनी सल्तनत बढ़ाने के लिए कई लड़ाइयाँ लड़ीं।
सलतनत,
सल्तनत
Country or territory ruled by a sultan.
sultanate