ଅର୍ଥ : ଶଲ୍ୟୋପଚାର ସହିତ ସମ୍ବନ୍ଧ ରଖିଥିବା
ଉଦାହରଣ :
ଶଲ୍ୟୋପଚାର ପୂର୍ବରୁ ଶଲ୍ୟୋପଚାରିକ ଉପକରଣଗୁଡ଼ିକୁ ଗରମ ପାଣିରେ ଧୁଆଯାଏ
ସମକକ୍ଷ : ଶଲ୍ୟୋପଚାରିକ
ଅନ୍ୟ ଭାଷାରେ ଅନୁବାଦ :
शल्योपचार से संबंध रखनेवाला।
शल्योपचार के पहले शल्योपचारिक उपकरणों को गरम पानी से धोते हैं।Of or relating to or involving or used in surgery.
Surgical instruments.