ଅର୍ଥ : ଲୋକମାନଙ୍କର କୌଣସି ବିଶେଷ ଉଦ୍ଦେଶ୍ୟ ଅଥବା କୌଣସି ବିଶେଷ ବିଷୟ ଉପରେ ବିଚାର କରିବାପାଇଁ ଏକତ୍ରିତ ହେଉଥିବା ସମାଜ
ଉଦାହରଣ :
ସମ୍ମୀଳନୀରେ ଜଣକୁ ବଳି ଜଣେ ବିଦ୍ୱାନ ଉପସ୍ଥିତ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
मनुष्यों का, किसी विशेष उद्देश्य से अथवा किसी विशेष विषय पर विचार करने के लिए, एकत्र होने वाला समाज।
सम्मेलन में एक से एक विद्वान उपस्थित थे।A prearranged meeting for consultation or exchange of information or discussion (especially one with a formal agenda).
conference