ଅର୍ଥ : ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି
ଉଦାହରଣ :
ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ
ସମକକ୍ଷ : ନିର୍ଣ୍ଣିତ, ବ୍ୟବସ୍ଥିତ, ସ୍ଥିରୀକୃତ
ଅନ୍ୟ ଭାଷାରେ ଅନୁବାଦ :
Established or decided beyond dispute or doubt.
With details of the wedding settled she could now sleep at night.