ଅର୍ଥ : କାହାରି ହିତ, ମଙ୍ଗଳ, ବା ସଦ୍ଭାବ ବା ତାକୁ ପ୍ରକଟ କରିବାର ସ୍ଥିତି
ଉଦାହରଣ :
ସମସ୍ତଙ୍କ ମନରେ ସମସ୍ତଙ୍କ ପ୍ରତି ସଦ୍ଭାବନା ରହିବା ଉଚିତ୍
ସମକକ୍ଷ :
ସଦ୍ଭାବ, ସଦ୍ଭାବନା
ଅନ୍ୟ ଭାଷାରେ ଅନୁବାଦ :
किसी के हित, मंगल या सद्भाव की भावना या उसे प्रकट करने की स्थिति।
सब के मन में सबके प्रति सद्भावना होनी चाहिए।
सदभाव,
सद्भाव,
सद्भावना
A disposition to kindness and compassion.
The victor's grace in treating the vanquished.
good will,
goodwill,
grace