ଅର୍ଥ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
ଉଦାହରଣ :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
ସମକକ୍ଷ : ଏକତ୍ର ହେବା, ଦେଖାହେବା, ଭେଟିବା, ମିଶିବା, ସଂସର୍ଗରେ ରହିବା, ସାକ୍ଷାତ କରିବା
ଅନ୍ୟ ଭାଷାରେ ଅନୁବାଦ :