ଅର୍ଥ : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
ଉଦାହରଣ :
ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
ସମକକ୍ଷ : ଉପାଧି, କୁଳନାମ, ବଂଶନାମ, ସାଙ୍ଗିଆ
ଅନ୍ୟ ଭାଷାରେ ଅନୁବାଦ :
The name used to identify the members of a family (as distinguished from each member's given name).
cognomen, family name, last name, surnameଅର୍ଥ : ଯୋଗ୍ୟତା, ସମ୍ମାନଆଦିର ସୂଚକ ଶବ୍ଦ ଯାହାକୁ କୌଣସି ନାମ ସହିତ ଯୋଡ଼ାଯାଏ
ଉଦାହରଣ :
ଶ୍ୟାମଙ୍କୁ ଡକ୍ଟର ଉପାଧିରେ ସମ୍ମାନିତ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂର୍ଯ୍ୟଙ୍କ ଜଣେ ପତ୍ନୀ
ଉଦାହରଣ :
ଏକ କଥାନୁସାରେ ବୈବସ୍ୱତ ମନୁ ଓ ଯମ ସଂଜ୍ଞାଙ୍କର ପୁତ୍ର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
सूर्य की एक पत्नी।
एक कथा के अनुसार वैवस्वत मनु और यम संज्ञा के पुत्र थे।An imaginary being of myth or fable.
mythical beingଅର୍ଥ : ବୋଧ କରିବାର ବୃତ୍ତି ବା ଶକ୍ତି
ଉଦାହରଣ :
ଚେତନା ହିଁ ଜୀବନର ଲକ୍ଷଣ ମୃତକର ଶରୀର ସଂଜ୍ଞା ଶୂନ୍ୟ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
बोध करने की वृत्ति या शक्ति जिसके द्वारा जीवों को अपनी आवश्यकताओं और स्थितियों के अनुसार अनेक प्रकार की अनुभूतियाँ होती हैं।
चेतना ही जीवन का लक्षण है।An alert cognitive state in which you are aware of yourself and your situation.
He lost consciousness.