ଅର୍ଥ : ଶୋଇବାପାଇଁ ହେଇଥିବା ଘର
ଉଦାହରଣ :
ମୋ ଶୋଇବାଘର ପବନପାଇଁ ଖୁବ୍ ଅନୁକୂଳ
ସମକକ୍ଷ : ନିଦ୍ରାଗାର, ଶୟନକକ୍ଷ, ଶୟନାଗାର
ଅନ୍ୟ ଭାଷାରେ ଅନୁବାଦ :
सोने हेतु कमरा।
मेरा शयनकक्ष हवादार है।A room used primarily for sleeping.
bedchamber, bedroom, chamber, sleeping accommodation, sleeping room