ଅର୍ଥ : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
ଉଦାହରଣ :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
ସମକକ୍ଷ : କଲ୍ୟାଣ, ଭଲ, ମଙ୍ଗଳ, ହିତ
ଅନ୍ୟ ଭାଷାରେ ଅନୁବାଦ :
A contented state of being happy and healthy and prosperous.
The town was finally on the upbeat after our recent troubles.ଅର୍ଥ : ଯାହା ଶୁଭ ବା ଭଲ
ଉଦାହରଣ :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
Auguring favorable circumstances and good luck.
An auspicious beginning for the campaign.