ଅର୍ଥ : ମଣିଷର କଥାକୁ ନକଲ କରୁଥିବା, ବିଶେଷକରି ଶାଗୁଆ ରଙ୍ଗର ଗୋଟିଏ ପକ୍ଷୀ ଯାହାକୁ ଲୋକମାନେ ଘରେ ପାଳନ କରନ୍ତି
ଉଦାହରଣ :
ପିଞ୍ଜରାରେ ବସିଥିବା ଶୁଆ ରାମ ରାମ କହୁଅଛି
ସମକକ୍ଷ : ବକ୍ରନକ୍ର, ରକ୍ତଚଞ୍ଚୁ, ଶୁଆ
ଅନ୍ୟ ଭାଷାରେ ଅନୁବାଦ :
Usually brightly colored zygodactyl tropical birds with short hooked beaks and the ability to mimic sounds.
parrotଅର୍ଥ : ରାବଣର ଜଣେ ଗୁପ୍ତଚର
ଉଦାହରଣ :
ଶୁକ ରାମ ଓ ଲକ୍ଷଣଙ୍କ ପ୍ରଶଂସା କରି ରାବଣର କ୍ରୋଧକୁ ଅଧିକ ଉତ୍ତେଜିତ କରିଦେଇଥିଲା
ଅନ୍ୟ ଭାଷାରେ ଅନୁବାଦ :
रावण का एक गुप्तचर।
शुक ने रावण से राम और लक्षमण की प्रसंशा कर रावण के क्रोध को और अधिक भड़का दिया।An imaginary being of myth or fable.
mythical beingଅର୍ଥ : ଗୋଟିଏ ପ୍ରକାରର ଉଚ୍ଚା ଗଛ
ଉଦାହରଣ :
ସୋନାପାଠା ଗଛର ମଞ୍ଜି,ଛାଲି ଓ ଫଳ ଔଷଧ ତିଆରିରେ ଲାଗେ
ସମକକ୍ଷ : ଟେଁଟୁ, ତ୍ରିମୃତ, ପୂତିପତ୍ର, ପୂତିବୃକ୍ଷ, ଶୁକନାଶ, ଶୌନାକ, ସୋନା, ସୋନାପାଠା, ସୋନାପାଠା ଗଛ, ସୋନାପାଢା, ସ୍ୱର୍ଣ୍ଣବଳ୍କଳ
ଅନ୍ୟ ଭାଷାରେ ଅନୁବାଦ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree