ଅର୍ଥ : କୌଣସି ବସ୍ତୁକୁ ସୁରକ୍ଷିତ ରଖିବାପାଇଁ ତାକୁ ଥଣ୍ଡା କରିବା ପ୍ରକ୍ରିୟା
ଉଦାହରଣ :
ଶୀତଳୀକରଣଦ୍ୱାରା ଆଇସକ୍ରିମ୍ ତିଆରି କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
The process of cooling or freezing (e.g., food) for preservative purposes.
infrigidation, refrigeration