ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଉଷ୍ଣ ନୁହେଁ
ଉଦାହରଣ : ବାଟୋଇ ନଦୀର ଥଣ୍ଡାପାଣି ପିଉଛି
ସମକକ୍ଷ : ଥଣ୍ଡା
ଅନ୍ୟ ଭାଷାରେ ଅନୁବାଦ :हिन्दी
जो उष्ण न हो।
ଅର୍ଥ : ଯେଉଁଥିରେ ଉତ୍ତେଜନା ନାହିଁ
ଉଦାହରଣ : ତାଙ୍କ ଥଣ୍ଡା ସ୍ୱାଗତଦ୍ୱାରା ମନ ଉଦାସ ହୋଇଗଲା
ସମକକ୍ଷ : ଉତ୍ତେଜନାଶୂନ୍ୟ, ଥଣ୍ଡା
जिसमें आवेश न हो।
ଅର୍ଥ : ଯେଉଁଠାରେ ଥଣ୍ଡା ହୁଏ
ଉଦାହରଣ : କାଲିରାତିରେ ଥଣ୍ଡା ପବନ ବହୁଥିଲା
ଅର୍ଥ : ଯେଉଁଥିରେ ଉଗ୍ରତା କିମ୍ବା ଭୀଷଣତା ନଥାଏ
ଉଦାହରଣ : ଗାନ୍ଧୀ ଇଂରେଜମାନଙ୍କ ବିରୁଦ୍ଧରେ ଶୀତଳ ଯୁଦ୍ଧ ଆରମ୍ଭ କଲେ
जिसमें उग्रता या भीषणता न हो।
ସଂସ୍ଥାପନ କରନ୍ତୁ