ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାମ କରିବାର ଢଙ୍ଗ ଜାଣିବା
ଉଦାହରଣ : ସରିତା ସିଲେଇ ଶିଖୁଛି
ଅର୍ଥ : ଜ୍ଞାନ ବା ଶିକ୍ଷା ପ୍ରାପ୍ତ କରିବା
ଉଦାହରଣ : ସେ ମଙ୍ଗଳାଠୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଛି
ସମକକ୍ଷ : ଶିକ୍ଷାକରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
ज्ञान या शिक्षा प्राप्त करना।
Gain knowledge or skills.
ସଂସ୍ଥାପନ କରନ୍ତୁ