ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାକୁ ଲେଖାପଢ଼ା ଆସେ ବା ଯେ ଶିକ୍ଷା ଗ୍ରହଣ କରିଛି
ଉଦାହରଣ : ଶିକ୍ଷିତମାନେ ଶିକ୍ଷାର ପ୍ରଚାର ଓ ପ୍ରସାର କରିବା ଉଚିତ
ସମକକ୍ଷ : ସାକ୍ଷର
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जिसने शिक्षा ग्रहण की हो।
A person who can read and write.
ଅର୍ଥ : ଯିଏ ଶିକ୍ଷା ଗ୍ରହଣ କରିଛି
ଉଦାହରଣ : ଶିକ୍ଷିତ ବ୍ୟକ୍ତି ହିଁ ରାଷ୍ଟ୍ରର କର୍ଣ୍ଣଧାର ହୋଇଥାନ୍ତି
ସମକକ୍ଷ : ପଢ଼ାଲିଖା, ପଢ଼ୁଆ, ବିଜ୍ଞ, ସାକ୍ଷର
जिसने शिक्षा ग्रहण की हो।
Possessing an education (especially having more than average knowledge).
ସଂସ୍ଥାପନ କରନ୍ତୁ